सामग्री पर जाएँ

सदस्य:Yogmaya Pradhan/प्रयोगपृष्ठ

मुक्त ज्ञानकोश विकिपीडिया से


Jai Maa samlei Dalkhai May 01, 2021 ଡାଲଖାଇ

ଡାଲଖାଇ କହେଲେ ଆମେ ନାଚ ଗାନା କେ ବୁଝସୁ ହେଲେ ଇଥିର ପଛରେ କେନ ରହସ୍ୟ ଟା ଅଛେ ଆମେ ଜାଣି ନାଇଁ ପାରବାର ାା

ଡାଲଖାଇ ଅର୍ଥ ଡାଲ + ଖାଇ

ଯାହାର ଗଛର ଗୁଟେ ଡାଲ ଭି ଆମର ସବୁ ରୋଗ ,ବାଗ ,ଦୁଃଖ ,ପାପ , ବ୍ୟାଧି କେ ଖାଇ ନେସି ଆଉ ଆମକୁ ତାର ଛତର ଉଢାରେ ଡାବି କରି ରଖସି ସେ ଆଉ କେହି ନୁହେଁ ସେ ହଉଛେ ଆମର ପରୁହାଁ ଦେବୀ, ଆମର ଇଷ୍ଟଦେବୀ, ଆମର ବୁଢୀମାଇ,ଆମର କୋଶଲାାଇ, ମା ଜଗତ ଜନନୀ , ମା ଦୁର୍ଗତି ନାଶିନୀ ,ମା ଦଶଭୁଜା ,ମା ଦୁର୍ଗା , ମା ସମଲେଇ ାା

ଡାଲଖାଇ କେଭେ ମାନସନ

ଜହଁ କରି ଭାଇ ଜିଉଁନ୍ତିଆ ,ନୂଆଖାଇ ,ଫଗୁଣ ପୁନେଇଁ ରେ କୁଆଁରୀ ଟୁକେଲ ମାନେ ଡାଲଖାଇ ନାଚସନ ାା ମହାଭାରତ ,ରାମାୟଣ ର କଥା ମାନଂକୁ ରାଧା କୃଷ୍ଣ କେ ନେଇକରି ଇ ନାଚ ର ଉପସ୍ଥାପନା କରାଯାଏସି ାା ଆମର ବରଗଡ ,ସମ୍ବଲପୁର ,ବଲାଙ୍ଗୀର ,ସୁନ୍ଦରଗଡ଼ ଝାରସୁଗୁଡା ,ବୋଉଦ ଆଉ ନୂଆପଡା ଜିଲ୍ଲା ମାନଂକୁ ଇ ଡାଲଖାଇ ନାଚ ର ମହତ୍ୱ ଟା ବେଶି କରି ଦେଖବାର କେ ମିଲସି ାା ମିର୍ଧା ,କନ୍ଧ,ଗଣାା ,ବିଂଝାଲ ଜାତି ରେ ଡାଲଖାଇ ଦେବୀ କେ ବହୁତ ମାନସନ ା ପଶ୍ଚିମ ଓଡିଶା ରେ ଇ ନାଚ ଜନମ ନେଇଛେ ବଲି ମାଏନତା ଅଛେ ାା

ଢୋଲ ,ନିସାନ ,ମାନ୍ଦଲ,ଟିମ୍କୀଡୀ ,ତସା,ମୁହୁରି ବାଜା ଥି ମଣ୍ଡଳୀ ଦୁଲକି ଯାଉଥିସି ଆଉଧନ୍ୟବାଦ ଢୁୁୁଲିଆ କୁଆଁରୀ ଟୁକେଲ ମାନଂକୁ ଟପା ମାରି ମାରି ଗୀତ ଗଉଥିସି ାା କୁଆରୀ ଟୁକେଲ ମାନେ ସଜେଇ ହେଇକରି ଦିହେଁ ସମ୍ୱଲପୁରୀ ସପ୍ଟା ଶାଢ଼ୀ ପିନ୍ଧି କରି ଅଣ୍ଟା ମଲକେଇ ମଲକେଇ ଟାଡ,ବାହାସୁୁୁୁତା ,ନାକେ ଗୁନା ,ଫୁଲି ,ପାହା ଥି ପୈରୀ ପିନ୍ଧି ହାତ ଧରି କରି ବଡା ଉସତ ମନେ ଡାଲଖାଇ ଗୀତ କେ ଗାଇ ଗାଇ ନାଚୁଥିସନ ାା

ଦଶହରା ମାସେ ଦୁର୍ଗା ଅଷ୍ଟମୀ ରେ ବହେନ ମାନେ ତାକର ଭାଇ ମାନଂକର ମଙ୍ଗଳ କାମନା କରି ଡାଲଖାଇ ଦେବୀ କେ ପୂଜା କରସନ ଆଉ ତାକର ଭାଇ କେ ଜିଇଥା ବୋଲି ଭାଇ ଜିଉଁନ୍ତିଆ କରସନ ାା

କୁଆଁରୀ ଟୁକେଲ ମାନେ ପୁନି ଜହ୍ନ ରାତି ମା ସମଲେଇ କେ ବିନତି କରି ତାକର ମନର ରସିଆ ତାକୁ ମିଳିଯାଉ ଆଉ ଆମର ଯୋଡି ରାଧା କୃଷ୍ଣ ଲେଖେ ବନେଇ କରି ରଖିଥା ମା ବୋଲି ସମଲେଇ କେ ଗୁହାରି କରି ଡାଲଖାଇ ନାଚସନ ାା






Comments

Popular posts from this blog Jai Maa Samlei April 30, 2021 Image ଜୁହାର ମାଁ ସମଲେଇ ମାଏନତା ଅଛେ : ହୀରାଖଣ୍ଡ ରାଜା ବଳରାମ ଦେବ ର ସବୁଠୁ ପହେଲା ଆର ପୁରୁଣା ରାଜଧାନିି ହଉଛେ : ବାରପାଲି- କନଗାଁ ା ଆସୁନ ଜାନମା ଇ ବାରପାଲି କନଗାଁ ବିଷୟ ଥିଁଁ : ଵରଗଡ ଜିଳା ସୋହେଲା ଥାନା ଅଧିନେ ଗୁଟେ ଜୁଲଜୁଳିଆ ପୋକ ଲେଖେ ଛୋଟ ହେଲେ ଉଜ୍ୱଳ ଗାଁଁ ଟେ ଜାହାର ନା ଟା ହଉଛେ କନଗାଁ ା ଉତ୍ତର ଦିଗ କେ ଠିଆ ହେଇକରି ଦେଖଲେ ଦିଶସି ବାରପାହାଡ ଲେଖେ ଗୁଟେ ବୁଢା ଡ଼ଙ୍ଗର ଯେନଟା କି କେନ ଯୁଗୁ ଆକାଶ କେ ଛିମିି ଛିମିି ବଲି ଆଁ କରି ଠିଆ ହେଇଛେ ାା ଗାଁ କେ ଢ଼ୁକଲେ ଡେବିରି କୁତି ମହୀଜୋର ଯେନଟା କେ ବୁଢା ନଲିଆ ବି କହେସନ ,ସେ ନଳୀଆ ଟା କ ଗାଁ ର ଫୋଟୋ କେ ଦର୍ପଣ ଲେଖେ ତାର ଦିହେଁ ଛାପିକରି ବୁହିି ଯାଉଛେ ଗାଁ ଟା କୁ ଗାଁ ଟା କେ ାା ହଁକା ତହଁକା କୂଡାଳେ ହେଲେ କେଁଁ ହେଲା ,ଖମାରି ବୁଢା ର ଖମାରି କଁଁଟା ଆଉ ସାହାଣୀ ବୁଢା ରର ସାହାଣୀ କଟା ସଖାଳ ପାହେଲେ ଲୋକ କର ଦିହିର ମଇଳା କେ ଧୁଇ ନେଉଛନ୍ାା ଗାଁ ର ପୂର୍ବ ଦିଗେ ମାଁ ସମଲେଇ ମନ୍ଦିର ଆଉ ମନ୍ଦିର କେ ଲାଗିକରି ଅଛେ ସ୍କୁଲ ଆଉ ସ୍କୁଲ କେ ଲାଗିକରି ଅଛେ ସମଲେଇ ବନ୍ଧ ାା ଯେନୁ ମା ସମଲେଇ ଘେ କେ ଘେ ଉସତ ମନେ ଛୁଆ କର ମୁଡ଼ କେ ସଥେ ଯେନ୍ତା ଟିକେ ଟିକେ ସୁଆଳି ନଉଛେ ଆଉ ନୂଆ ପିଢ଼ି କେ ଗିଆନ ର ଭଦ୍ରି ଭିତରେ ଵର୍କସ କରି ରଖିଥା Jai maa samlei 🙏 Jai Koshal 🙏 Jai sambalpuri 🙏 Yogmaya Pradhan Raigarh

__LEAD_SECTION__[संपादित करें]